Jump to content

ସୋଡ଼ିଅମ ଥାଇଓପେଣ୍ଟାଲ

ଉଇକିପିଡ଼ିଆ‌ରୁ
ସୋଡ଼ିଅମ ଥାଇଓପେଣ୍ଟାଲ
Clinical data
Trade namesPentothal, Sodium Pentothal, Trapanal, others
SynonymsThiopental sodium,[] thiopental,[] thiopentone,[] truth serum
AHFS/Drugs.commonograph
Pregnancy
category
  • AU: D
Routes of
administration
Intravenous (most common), by mouth, rectal
Legal status
Legal status
Pharmacokinetic data
Protein binding80%
MetabolismLiver
MetabolitesPentobarbital, others
Onset of action< 45 sec[]
Elimination half-life5.5[]–26 hours[]
Duration of action5–15 min[]
Identifiers
  • sodium 5-ethyl-5-pentan-2-yl-2-sulfanylidene-1,3-diazinane-4,6-dione
ECHA InfoCard100.000.694 Edit this at Wikidata
Chemical and physical data
FormulaC11H17N2NaO2S
Molar mass୨୬୪.୩୨ g·mol−1
3D model (JSmol)
  • [Na+].O=C1NC(=S)/N=C(/[O-])C1(C(C)CCC)CC
  • InChI=1S/C11H18N2O2S.Na/c1-4-6-7(3)11(5-2)8(14)12-10(16)13-9(11)15;/h7H,4-6H2,1-3H3,(H2,12,13,14,15,16);/q;+1/p-1 checkY
  • Key:AWLILQARPMWUHA-UHFFFAOYSA-M checkY
  (verify)

ସୋଡ଼ିଅମ ଥାୟୋପେଣ୍ଟାଲ, ଯାହା କେବଳ ଥାୟୋପେଣ୍ଟାଲ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ଟ୍ରାପାନାଲ୍ ବ୍ରାଣ୍ଡ ନାମରେ ବିକ୍ରି ହୁଏ, ଏକ ସାଧାରଣ ନିଶ୍ଚେତକ ।[] ଏହା ନିଶ୍ଚେତକ ଆରମ୍ଭରେ ଦିଆଯାଏ, ଷ୍ଟାଟସ୍ ଏପିଲିପ୍ଟିକସ୍ ବା ସାଂଘାତିକ ଅପସ୍ମାର ଏବଂ ଭେଣ୍ଟିଲେଟ୍ ହୋଇଥିବା ଲୋକମାନଙ୍କ ମଧ୍ୟରେ ଇଣ୍ଟାକ୍ରାନିଆଲ୍ ଚାପ ବୃଦ୍ଧି ହେଉଥିଲେ ବ୍ୟବହୃତ ହୁଏ । [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହାର ପ୍ରଭାବ ୪୫ ସେକେଣ୍ଡରୁ କମ ସମୟରେ ଆରମ୍ଭ ହୁଏ ଓ ପ୍ରାୟ ୫ ରୁ ୧୫ ମିନିଟର ଅବଧି ରହିଥାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ବନ୍ଦ ହେବା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃତ୍‌ପିଣ୍ଡର ସଂଙ୍କୋଚନ ଶକ୍ତି ହ୍ରାସ ହୋଇଯାଏ ।[] [] ଆନାଫିଲାକ୍‌ସିସ ହୋଇପାରେ, ଯେପରି କୋମଳ ତନ୍ତୁରେ ଇଞ୍ଜେକ୍ସନ ଦିଆଗଲେ ତନ୍ତୁ ମୃତ୍ୟୁ ହୋଇପାରେ ।[] ଅପବ୍ୟବହାରର ମଧ୍ୟମ ଧରଣର ସଙ୍କଟ ଅଛି ।[] ବ୍ୟବହାର କଲା ପରେ ସ୍ତନ୍ୟପାନ କରାଯାଇପାରେ ।[] ଏହା ଏକ ବାର୍ବିଟ୍ୟୁରେଟ୍ ଏବଂ ମସ୍ତିଷ୍କ କାର୍ଯ୍ୟକଳାପକୁ ମନ୍ଥର କରି କାର୍ଯ୍ୟ କରେ କ୍ଷମ ହୁଏ ।[]

୧୯୩୪ ମସିହାରେ ସୋଡ଼ିଅମ ଥାୟୋପେଣ୍ଟାଲ ଆବିଷ୍କୃତ ହୋଇଥିଲା ।[] ପ୍ରୋଫୋଫୋଲର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ୨୦୧୧ ପରଠାରୁ ଏହା ଆଉ ଯୁକ୍ତରାଷ୍ଟ୍ରରେ ବିକ୍ରି ହେଉନାହିଁ [] ଯୁକ୍ତରାଜ୍ୟରେ ଏକ ୫୦୦ ମିଗ୍ରା ଭାଏଲ ମୂଲ୍ୟ ୨୦୨୩ ସୁଦ୍ଧା ପ୍ରାୟ ୬ ପାଉଣ୍ଡ ଥିଲା । [୧୦]

  1. ୧.୦ ୧.୧ ୧.୨ ୧.୩ "Thiopental". Drugs.com. Archived from the original on 10 September 2023. Retrieved 12 September 2023.
  2. ୨.୦ ୨.୧ ୨.୨ ୨.୩ ୨.୪ "Thiopental sodium". BNF. Archived from the original on 13 September 2023. Retrieved 12 September 2023.
  3. ୩.୦ ୩.୧ ୩.୨ Seth (2009). Textbook Of Pharmacology. Elsevier India. p. SA111-PA14. ISBN 9788131211588. Archived from the original on 13 September 2023. Retrieved 12 September 2023.
  4. ୪.୦ ୪.୧ ୪.୨ Kost, Michael (2004). Moderate Sedation/Analgesia: Core Competencies for Practice. Elsevier Health Sciences. p. 114. ISBN 9780721603247. Archived from the original on 2023-09-13. Retrieved 2023-09-12.
  5. Russo H, Brès J, Duboin MP, Roquefeuil B (1995). "Pharmacokinetics of thiopental after single and multiple intravenous doses in critical care patients". European Journal of Clinical Pharmacology. 49 (1–2): 127–37. doi:10.1007/BF00192371. PMID 8751034. S2CID 24285007.
  6. Morgan DJ, Blackman GL, Paull JD, Wolf LJ (June 1981). "Pharmacokinetics and plasma binding of thiopental. II: Studies at cesarean section". Anesthesiology. 54 (6): 474–80. doi:10.1097/00000542-198106000-00006. PMID 7235275.
  7. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs. John Wiley & Sons. p. 35. ISBN 9783527326693. Archived from the original on 13 September 2023. Retrieved 12 September 2023.
  8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  9. Mason, Keira (2021). Pediatric Sedation Outside of the Operating Room: A Multispecialty International Collaboration. Springer Nature. ISBN 9783030584061. Archived from the original on 13 September 2023. Retrieved 12 September 2023.
  10. "Thiopental sodium Medicinal forms". BNF. Archived from the original on 13 September 2023. Retrieved 12 September 2023.